ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ନାଇଜେରିଆ ରାଷ୍ଟ୍ରପତିଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ବୈଠକ

ପୋଷ୍ଟ କରାଯିବା ଦିନାଙ୍କ: 10 SEP 2023 7:51PM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜି-୨୦ ସମ୍ମିଳନୀ ଅବସରରେ ୨୦୨୩ ସେପ୍ଟେମ୍ବର ୧୦ରେ ନୂଆଦିଲ୍ଲୀରେ ନାଇଜେରିଆ ରାଷ୍ଟ୍ରପତି ଶ୍ରୀ ବୋଲା ଅହମଦ୍ ଟିନୁବୁଙ୍କ ସହ ଆଲୋଚନା କରିଛନ୍ତି

 

ଭାରତର ସଫଳ ଜି-୨୦ ଅଧ୍ୟକ୍ଷତା ପାଇଁ ରାଷ୍ଟ୍ରପତି ଟିନୁବୁ ପ୍ରଧାନମନ୍ତ୍ରୀଙ୍କୁୁ ଅଭିନନ୍ଦନ ଜଣାଇଛନ୍ତି ଜି-୨୦ରେ ଆଫ୍ରିକୀୟ ସଂଘର ସ୍ଥାୟୀ ସଦସ୍ୟତା ସୁନିଶ୍ଚିତ କରିଥିବାରୁ ଏବଂ ଗ୍ଲୋବାଲ ସାଉଥର ହିତକୁ ପ୍ରୋତ୍ସାହିତ କରିଥିôବାରୁ ସେ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଛନ୍ତି

 

ବାଣିଜ୍ୟ ଏବଂ ପୁଞ୍ଜି ବିନିଯୋଗ, ପ୍ରତିରକ୍ଷା, କୃଷି, ମିଲେଟ୍‌, ଆର୍ଥିକ ପ୍ରଯୁକ୍ତି ଏବଂ ଦକ୍ଷତା ବୃଦ୍ଧି ଭଳି  ବିଭିନ୍ନ କ୍ଷେତ୍ରରେ ଦ୍ୱିପାକ୍ଷିକ ସହଯୋଗ ଉପରେ ଦୁଇନେତା ଆଲୋଚନା କରିଥିଲେ

 

SR


(ରିଲିଜ ଆଡି: 1956245) ପରିଦର୍ଶକ କାଉଣ୍ଟର : 166