ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ପ୍ରତିଭା ପ୍ରଦର୍ଶନ ଏବଂ ସାଂସ୍କୃତିକ ମହୋତ୍ସବରେ ଅଂଶଗ୍ରହଣ କରିବା ପାଇଁ ସଂସଦୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ଏକ ଉତ୍ତମ ପଦକ୍ଷେପ: ପ୍ରଧାନମନ୍ତ୍ରୀ

प्रविष्टि तिथि: 02 SEP 2023 8:34PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି, ସଂସଦୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ଏକ ଉତ୍ତମ ପଦକ୍ଷେପ ଯେଉଁଠି ବିଭିନ୍ନ ସଂସଦୀୟ କ୍ଷେତ୍ରର ଲୋକଙ୍କୁ ନିଜ ପ୍ରତିଭା ପ୍ରଦର୍ଶନ ଏବଂ ସାଂସ୍କୃତିକ ଉତ୍ସବରେ ଅଂଶଗ୍ରହଣ କରିବାର ସୁଯୋଗ ମିଳିଥାଏ ଏଥିରେ ସାମିଲ ହେଉଥିବା ଅଂଶଗ୍ରହଣକାରୀଙ୍କୁ ଉତ୍ସାହିତ କରିବାକୁ ଶ୍ରୀ ମୋଦୀ ସମସ୍ତଙ୍କୁ ଅନୁରୋଧ କରିଥିଲେ

ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି:

ସାଂସଦ ସାଂସ୍କୃତିକ କାର୍ଯ୍ୟକ୍ରମ ଏକ ଉତ୍ତମ ପଦକ୍ଷେପ ଯେଉଁଠି ବିଭିନ୍ନ ସଂସଦୀୟ ନିର୍ବାଚନମଣ୍ଡଳୀର ଲୋକେ ନିଜ ପ୍ରତିଭା ପ୍ରଦର୍ଶନ ଏବଂ ସାଂସ୍କୃତିକ ମହୋତ୍ସବରେ ଅଂଶଗ୍ରହଣ କରିବାର ସୁଯୋଗ ପାଇଥାନ୍ତି ଆଜିକାଲି ବିଜେପିର ସାଂସଦମାନେ ଏହାର ଆୟୋଜନରେ ଜୋରସୋରରେ ଲାଗିଛନ୍ତି ଏହି ପରିପ୍ରେକ୍ଷୀରେ ମୁଁ କାଶୀରେ ମଧ୍ୟ ଏକ ବିନମ୍ର ଉଦ୍ୟମ କରିଛି ଏଥିରେ ସାମିଲ ଅଂଶଗ୍ରହଣକାରୀଙ୍କୁ ଉତ୍ସାହିତ କରିବାକୁ ମୁଁ ସମସ୍ତଙ୍କୁ ଅନୁରୋଧ କରୁଛି

SR


(रिलीज़ आईडी: 1954444) आगंतुक पटल : 153
इस विज्ञप्ति को इन भाषाओं में पढ़ें: English , Urdu , Marathi , हिन्दी , Manipuri , Assamese , Bengali , Punjabi , Gujarati , Tamil , Telugu , Kannada , Malayalam