ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଚନ୍ଦ୍ରଯାନ-୩ ବାର୍ତ୍ତା ପାଇଁ ବିଶ୍ୱ ନେତାଙ୍କୁ ଧନ୍ୟବାଦ ଦେଲେ ପ୍ରଧାନମନ୍ତ୍ରୀ

Posted On: 24 AUG 2023 8:51AM by PIB Bhubaneshwar

ଚନ୍ଦ୍ରଯାନ- ଚନ୍ଦ୍ରପୃଷ୍ଠରେ ସଫଳ ଅବତରଣ କରିବା ପରେ ବିଶ୍ୱନେତାମାନେ ଭାରତକୁ ଅଭିନନ୍ଦନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସେମାନଙ୍କ ଶୁଭେଚ୍ଛା ବାର୍ତ୍ତା ପାଇଁ ଏକ୍ସରେ ପୋଷ୍ଟ କରି ଧନ୍ୟବାଦ ଦେଇଛନ୍ତି

ଭୁଟାନ ପ୍ରଧାନମନ୍ତ୍ରୀଙ୍କ ବାର୍ତ୍ତାର ଉତ୍ତରରେ ପ୍ରଧାନମନ୍ତ୍ରୀ ଲେଖିଛନ୍ତି:

ଚନ୍ଦ୍ରଯାନ-୩ର ପ୍ରଶଂସା ପାଇଁ ଭୁଟାନ ପ୍ରଧାନମନ୍ତ୍ରୀ ଲୋଟେ ଶେରିଙ୍ଗଙ୍କୁ ଧନ୍ୟବାଦ ଭାରତର ମହାକାଶ କାର୍ଯ୍ୟକ୍ରମ ବୈଶ୍ୱିକ କଲ୍ୟାଣ ପାଇଁ ସର୍ବଦା ପ୍ରୟାସ କରିବ

 

SR



(Release ID: 1951734) Visitor Counter : 89