ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ପିଏମ-କିସାନ୍ ସମୃଦ୍ଧି କେନ୍ଦ୍ର, ଅର୍ଥବ୍ୟବସ୍ଥା ଏବଂ ଚାଷୀଙ୍କୁ ସଶକ୍ତ କରିବା ପାଇଁ ଗେମ୍ ଚେଞ୍ଜର ହୋଇଛି : ପ୍ରଧାନମନ୍ତ୍ରୀ

Posted On: 14 AUG 2023 8:44PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପିଏମ-କିସାନ୍ ସମୃଦ୍ଧି କେନ୍ଦ୍ର (ପିଏମକେଏସକେ) ର ଗୁରୁତ୍ବ ବିଷୟରେ କେନ୍ଦ୍ର ମନ୍ତ୍ରୀ ଡା. ମନସୁଖ ମାଣ୍ଡଭିୟଙ୍କ ଏକ ଲେଖାକୁ ସେୟାର କରିଛନ୍ତି।

କେନ୍ଦ୍ର ରସାୟନ ଏବଂ ସାର ମନ୍ତ୍ରୀ ଡା. ମନସୁଖ ମାଣ୍ଡଭିୟଙ୍କ ଏକ ଟ୍ବିଟକୁ ରିଟ୍ବିଟ୍ କରି ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ଟ୍ବିଟ୍ କରିଛନ୍ତି :

‘‘କେନ୍ଦ୍ର ମନ୍ତ୍ରୀ ଶ୍ରୀ @mansukhmandviya ଲେଖିଛନ୍ତି ଯେ ପିଏମ-କିସାନ୍ ସମୃଦ୍ଧି କେନ୍ଦ୍ର, ଚାଷୀଙ୍କୁ ସଶକ୍ତ କରିବା ଏବଂ ଦେଶର ଅର୍ଥବ୍ୟବସ୍ଥାର ମେରୁଦଣ୍ଡକୁ ମଜବୁତ୍ କରିବାରେ ଗେମଚେଞ୍ଜର ହୋଇପାରିଛି।’’

 

BS

 



(Release ID: 1950287) Visitor Counter : 102