ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଶ୍ରୀ ଏନ୍ ଭିଟାଲଙ୍କ ପରଲୋକରେ ପ୍ରଧାନମନ୍ତ୍ରୀଙ୍କ ଶୋକ

ପୋଷ୍ଟ କରାଯିବା ଦିନାଙ୍କ: 04 AUG 2023 10:10AM by PIB Bhubaneswar

ପୂର୍ବତନ ପ୍ରଶାସନିକ ଅଧିକାରୀ ଶ୍ରୀ ଏନ୍ ଭିଟାଲଙ୍କ ପରଲୋକରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶୋକବ୍ୟକ୍ତ କରିଛନ୍ତି

ଏକ ଟୁଇଟରେ ପ୍ରଧାନମନ୍ତ୍ରୀ କହିଛନ୍ତି:

ଶ୍ରୀ ଏନ୍ ଭିଟାଲଙ୍କୁ ଜଣେ ଦକ୍ଷ ସରକାରୀ କର୍ମଚାରୀ ଭାବେ ସ୍ମରଣ କରାଯିବ, ଯିଏ କି ବିଭିନ୍ନ କ୍ଷେତ୍ରରେ ଭାରତର ଅଭିବୃଦ୍ଧି ପଥକୁ ସମୃଦ୍ଧ କରିଥିଲେ ଗୁଜରାଟରେ ଥିବା ବେଳେ ମଧ୍ୟ ସେ ରାଜ୍ୟର ବିକାଶରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ତାଙ୍କ ପରଲୋକରେ ଦୁଃଖିତ ଏବଂ ତାଙ୍କ ପରିବାରକୁ ସମବେଦନା ଓମ୍ ଶାନ୍ତି

 

SR


(ରିଲିଜ ଆଡି: 1945649) ପରିଦର୍ଶକ କାଉଣ୍ଟର : 111