ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ମହାରାଷ୍ଟ୍ରର ପୁନେରେ ଦଗଡୁସେଠ ମନ୍ଦିରରେ ଦର୍ଶନ, ପୂଜା କଲେ ପ୍ରଧାନମନ୍ତ୍ରୀ
ପୋଷ୍ଟ କରାଯିବା ଦିନାଙ୍କ:
01 AUG 2023 3:16PM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ମହାରାଷ୍ଟ୍ରର ପୁନେରେ ଥିବା ଦଗଡୁସେଠ ମନ୍ଦିର ଦର୍ଶନ
ସହ ପୂଜା କରିଛନ୍ତି ।
ପ୍ରଧାନମନ୍ତ୍ରୀ ଟୁଇଟ୍ କରିଛନ୍ତି:
‘ପୁନେର ଶ୍ରୀମନ୍ତ ଦଗଡୁସେଠ ହଲୱାଇ ଗଣପତି ମନ୍ଦିରରେ ପ୍ରାର୍ଥନା କରି ନିଜକୁ ଧନ୍ୟ ମନେ କରୁଛି’ ।
SR
(ରିଲିଜ ଆଡି: 1944831)
ପରିଦର୍ଶକ କାଉଣ୍ଟର : 128
ଏହି ରିଲିଜ ପଢନ୍ତୁ :
English
,
Urdu
,
Marathi
,
हिन्दी
,
Manipuri
,
Assamese
,
Bengali
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam