ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ପଶ୍ଚିମବଙ୍ଗ ବିଧାୟକ ଶ୍ରୀ ବିଷ୍ଣୁପଦ ରାୟଙ୍କ ଦେହାନ୍ତରେ ପ୍ରଧାନମନ୍ତ୍ରୀଙ୍କ ଶୋକ
ପୋଷ୍ଟ କରାଯିବା ଦିନାଙ୍କ:
25 JUL 2023 2:23PM by PIB Bhubaneswar
ପଶ୍ଚିମବଙ୍ଗ ବିଧାୟକ ଶ୍ରୀ ବିଷ୍ଣୁପଦ ରାୟଙ୍କ ଦେହାନ୍ତରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ।
ପ୍ରଧାନମନ୍ତ୍ରୀ ଟୁଇଟ୍ କରିଛନ୍ତି:
‘ପଶ୍ଚିମବଙ୍ଗ ବିଧାୟକ ଶ୍ରୀ ବିଷ୍ଣୁପଦ ରାୟଙ୍କ ଅକାଳ ବିୟୋଗରେ ଦୁଃଖିତ । ସେ ଜଣେ ପରିଶ୍ରମୀ ବିଧାୟକ ଥିଲେ, ଯିଏ କି ଲୋକଙ୍କ ଆକାଂକ୍ଷା ପୂରଣ ପାଇଁ ଅନେକ ଉଦ୍ୟମ କରିଥିଲେ । ପଶ୍ଚିମବଙ୍ଗରେ ବିଜେପିକୁ ମଜଭୁତ କରିବା ପାଇଁ କଠିନ ପରିଶ୍ରମ କରିଥିଲେ । ତାଙ୍କ ପରିବାର ଏବଂ ସମର୍ଥକଙ୍କୁ ସମବେଦନା । ଓମ୍ ଶାନ୍ତି ।’
SR
(ରିଲିଜ ଆଡି: 1942547)
ପରିଦର୍ଶକ କାଉଣ୍ଟର : 115
ଏହି ରିଲିଜ ପଢନ୍ତୁ :
English
,
Urdu
,
हिन्दी
,
Marathi
,
Assamese
,
Bengali
,
Manipuri
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam