ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

କର୍ଣ୍ଣାଟକର ହାମ୍ପିରେ ଚାଲିଥିବା ୩ୟ ଜି -୨୦ ସଂସ୍କୃତି କାର୍ଯ୍ୟ ଗୋଷ୍ଠି ବୈଠକରେ ମୋଟ୍‍ ୧୭୫୫ ବସ୍ତୁ ସହିତ "ଲମ୍ବାନି ବସ୍ତୁଗୁଡିକର ସର୍ବ ବୃହତ ପ୍ରଦର୍ଶନ” ପାଇଁ ଗିନିଜ୍ ୱାର୍ଲ୍ଡ ରେକର୍ଡକୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ

Posted On: 10 JUL 2023 9:43PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କର୍ଣ୍ଣାଟକର ହାମ୍ପି ଠାରେ ଅନୁଷ୍ଠିତ ତୃତୀୟ ଜି -୨୦ ସଂସ୍କୃତି କାର୍ଯ୍ୟ ଗୋଷ୍ଠି ବୈଠକରେ ମୋଟ ୧୭୫୫ ଟି ବସ୍ତୁ ସହିତଲମ୍ବାନୀ ବସ୍ତୁଗୁଡିକର ସର୍ବ ବୃହତ ପ୍ରଦର୍ଶନ' ପାଇଁ ଗିନିଜ ୱାର୍ଲ୍ଡ ରେକର୍ଡକୁ ପ୍ରଶଂସା କରିଛନ୍ତି

ସଂସ୍କୃତି ମନ୍ତ୍ରଣାଳୟର ଏକ ଟୁଇଟ୍କୁ ସେୟାର କରି ପ୍ରଧାନମନ୍ତ୍ରୀ ଟୁଇଟ୍କରିଛନ୍ତି:

ପ୍ରଶଂସନୀୟ ପ୍ରୟାସ, ଯାହା ଲମ୍ବାନୀ ସଂସ୍କୃତି, କଳା ଏବଂ ହସ୍ତଶିଳ୍ପକୁ ଲୋକପ୍ରିୟ କରିବ ଏବଂ ନାରୀ ଶକ୍ତିଙ୍କୁ ସାଂସ୍କୃତିକ କାର୍ଯ୍ୟରେ ଭାଗ ନେବାକୁ ଉତ୍ସାହିତ କରିବ

HS



(Release ID: 1939118) Visitor Counter : 88