ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଦଲାଇ ଲାମାଙ୍କୁ ତାଙ୍କ ୮୮ ତମ ଜନ୍ମଦିନରେ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା

ପୋଷ୍ଟ କରାଯିବା ଦିନାଙ୍କ: 06 JUL 2023 1:14PM by PIB Bhubaneswar

ଦଲାଇ ଲାମାଙ୍କ ୮୮ ତମ ଜନ୍ମଦିନରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଫୋନ୍ ଯୋଗେ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି

ଏକ ଟୁଇଟରେ ପ୍ରଧାନମନ୍ତ୍ରୀ କହିଛନ୍ତି:

ଦଲାଇ ଲାମାଙ୍କ ୮୮ ତମ ଜନ୍ମଦିନରେ ତାଙ୍କ  କଥା ହୋଇ ଶୁଭେଚ୍ଛା ଜଣାଇଛି ତାଙ୍କ ଦୀର୍ଘ ତଥା ସୁସ୍ଥ ଜୀବନ କାମନା କରୁଛି

SR


(ରିଲିଜ ଆଡି: 1937759) ପରିଦର୍ଶକ କାଉଣ୍ଟର : 182