ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ପୁଣ୍ୟତିଥିରେ ସ୍ବାମୀ ବିବେକାନନ୍ଦଙ୍କୁ ସ୍ମରଣ କଲେ ପ୍ରଧାନମନ୍ତ୍ରୀ

Posted On: 04 JUL 2023 6:29PM by PIB Bhubaneshwar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସ୍ବାମୀ ବିବେକାନନ୍ଦଙ୍କୁ ତାଙ୍କ ପୁଣ୍ୟତିଥିରେ ସ୍ମରଣ କରିଛନ୍ତି  ତାଙ୍କ ସେବା, ମାନବିକତା ଓ ଆଧ୍ୟାତ୍ମିକ ଜ୍ଞାନର ଆଦର୍ଶ ଆମକୁ ଏକ ମଜଭୂତ ଏବଂ ଜୀବନ୍ତ ଭାରତ ଗଠନ ଦିଗରେ ପ୍ରେରଣା ଓ ମାର୍ଗଦର୍ଶନ ଯୋଗାଇଥାଏ ବୋଲି କହିଛନ୍ତି ।
ପ୍ରଧାନମନ୍ତ୍ରୀ ଟୁଇଟ୍  କରିଛନ୍ତି:
ମହାନ ସ୍ବାମୀ ବିବେକାନନ୍ଦଙ୍କୁ ତାଙ୍କ ପୁଣ୍ୟତିଥିରେ ସ୍ମରଣ କରୁଛି । ତାଙ୍କ ସେବା, ମାନବିକତା ଓ ଆଧ୍ୟାତ୍ମିକ ଜ୍ଞାନର ଆଦର୍ଶ ଆମକୁ ଏକ ମଜଭୁତ ଏବଂ ଜୀବନ୍ତ ଭାରତ ଗଠନ ଦିଗରେ ପ୍ରେରଣା ଓ ମାର୍ଗଦର୍ଶନ ଦେଇଥାଏ । ଏକତା ଏବଂ ଭାଇଚାରାକୁ ନେଇ ତାଙ୍କ ଦୃଷ୍ଟିକୋଣକୁ ପୂରଣ କରିବା ପାଇଁ ନିଜ ପ୍ରତିବଦ୍ଧତାକୁ ଦୋହରାଉଛୁ 

 

Remembering the great Swami Vivekananda on his Punya Tithi. His ideals of service, humanity and spiritual enlightenment continue to inspire and guide us towards building a strong and vibrant India. We reiterate our commitment to fulfilling his vision of unity and brotherhood.

— Narendra Modi (@narendramodi) July 4, 2023

 

SR



(Release ID: 1937407) Visitor Counter : 100