ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ପୁଣ୍ୟତିଥିରେ ସ୍ବାମୀ ବିବେକାନନ୍ଦଙ୍କୁ ସ୍ମରଣ କଲେ ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 04 JUL 2023 6:29PM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସ୍ବାମୀ ବିବେକାନନ୍ଦଙ୍କୁ ତାଙ୍କ ପୁଣ୍ୟତିଥିରେ ସ୍ମରଣ କରିଛନ୍ତି । ତାଙ୍କ ସେବା, ମାନବିକତା ଓ ଆଧ୍ୟାତ୍ମିକ ଜ୍ଞାନର ଆଦର୍ଶ ଆମକୁ ଏକ ମଜଭୂତ ଏବଂ ଜୀବନ୍ତ ଭାରତ ଗଠନ ଦିଗରେ ପ୍ରେରଣା ଓ ମାର୍ଗଦର୍ଶନ ଯୋଗାଇଥାଏ ବୋଲି କହିଛନ୍ତି ।
ପ୍ରଧାନମନ୍ତ୍ରୀ ଟୁଇଟ୍  କରିଛନ୍ତି:
ମହାନ ସ୍ବାମୀ ବିବେକାନନ୍ଦଙ୍କୁ ତାଙ୍କ ପୁଣ୍ୟତିଥିରେ ସ୍ମରଣ କରୁଛି । ତାଙ୍କ ସେବା, ମାନବିକତା ଓ ଆଧ୍ୟାତ୍ମିକ ଜ୍ଞାନର ଆଦର୍ଶ ଆମକୁ ଏକ ମଜଭୁତ ଏବଂ ଜୀବନ୍ତ ଭାରତ ଗଠନ ଦିଗରେ ପ୍ରେରଣା ଓ ମାର୍ଗଦର୍ଶନ ଦେଇଥାଏ । ଏକତା ଏବଂ ଭାଇଚାରାକୁ ନେଇ ତାଙ୍କ ଦୃଷ୍ଟିକୋଣକୁ ପୂରଣ କରିବା ପାଇଁ ନିଜ ପ୍ରତିବଦ୍ଧତାକୁ ଦୋହରାଉଛୁ ।

 

Remembering the great Swami Vivekananda on his Punya Tithi. His ideals of service, humanity and spiritual enlightenment continue to inspire and guide us towards building a strong and vibrant India. We reiterate our commitment to fulfilling his vision of unity and brotherhood.

— Narendra Modi (@narendramodi) July 4, 2023

 

SR


(ରିଲିଜ ଆଡି: 1937407) ପରିଦର୍ଶକ କାଉଣ୍ଟର : 175