ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ହୁଲ ଦିବସ ଅବସରରେ ଆଦିବାସୀ ସମାଜର ଶହୀଦମାନଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି

Posted On: 30 JUN 2023 4:31PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ହୁଲ ଦିବସ ଅବସରରେ ଆଦିବାସୀ ସମାଜର ଶହୀଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । 

 

ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି;

“ହୁଲ ଦିବସ’ରେ ଆମ ଆଦିବାସୀ ସମାଜର ବୀର-ବୀରାଙ୍ଗନାମାନଙ୍କୁ ଶତ ଶତ ପ୍ରଣାମ । ଏହି ବିଶେଷ ଅବସର ଆମକୁ ଅନ୍ୟାୟ ବିରୋଧରେ ସିଦ୍ଧୋ-କାହ୍ନୁ, ଚାନ୍ଦ- ଭୈରବ ଓ ଫୁଲୋ-ଜ୍ଞାନୋଙ୍କ ସମେତ ଅନ୍ୟ ପରାକ୍ରମୀମାନଙ୍କର ଶୌର୍ଯ୍ୟ ଓ ସାହସ ସ୍ମରଣ କରାଇଥାଏ । ସେମାନଙ୍କ ସଂଘର୍ଷର ଗାଥା ଦେଶବାସୀଙ୍କୁ ସଦା ପ୍ରେରିତ କରି ଚାଲିଥିବ ।” 

SR



(Release ID: 1936543) Visitor Counter : 87