କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ
                
                
                
                
                
                    
                    
                        ଖାରଚି ପୂଜା ଅବସରରେ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ
                    
                    
                        
                    
                
                
                    Posted On:
                27 JUN 2023 8:41AM by PIB Bhubaneshwar
                
                
                
                
                
                
                ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ଖାରଚି ପୂଜା ଅବସରରେ ଲୋକଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ତ୍ରିପୁରା ମୁଖ୍ୟମନ୍ତ୍ରୀ ପ୍ରଫେସର (ଡଃ) ମାନିକ ସାହାଙ୍କ ଟ୍ୱିଟର ପ୍ରତ୍ୟୁତ୍ତର ଦେଇ ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି;
“ଖାରଚି ପୂଜାର ଶୁଭେଚ୍ଛା । ପ୍ରାର୍ଥନା କରୁଛି ଯେ, ଚତୁର୍ଦ୍ଦଶ ଦେବତାଙ୍କ କୃପା ସବୁବେଳେ ଆମ ଉପରେ ରହିଥାଉ । ଚତୁର୍ଦ୍ଦିଗରେ ଶାନ୍ତି ଓ ସମୃଦ୍ଧି ବଜାୟ ରହୁ ।”
 “ଭାଜପାର କର୍ମଠ ସାଂସଦ ହରଦ୍ୱାର ଦୁବେ ଜୀଙ୍କ ବିୟୋଗରେ ଗଭୀର ମର୍ମାହତ । ସେ ତୃଣମୂଳ ସ୍ତର ସହ ଜଡିତ ଏମିତି ଜଣେ ନେତା ଥିଲେ, ଯିଏ ଉତ୍ତର ପ୍ରଦେଶର ବିକାଶ ଯାତ୍ରାରେ ନିଜର ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ପାଇଁ ସଦା ସ୍ମରଣୀୟ ହୋଇ ରହିବେ । ଶୋକର ଏହି ମୁହୂର୍ତ୍ତରେ ଭଗବାନ ତାଙ୍କ ଆତ୍ମୀୟସ୍ୱଜନ ଓ ପ୍ରଶଂସକଙ୍କୁ ଶକ୍ତି ପ୍ରଦାନ କରନ୍ତୁ । ଓମ ଶାନ୍ତି ।”  
 
SR
                
                
                
                
                
                (Release ID: 1935522)
                Visitor Counter : 154
                
                
                
                    
                
                
                    
                
                Read this release in: 
                
                        
                        
                            English 
                    
                        ,
                    
                        
                        
                            Urdu 
                    
                        ,
                    
                        
                        
                            Marathi 
                    
                        ,
                    
                        
                        
                            हिन्दी 
                    
                        ,
                    
                        
                        
                            Manipuri 
                    
                        ,
                    
                        
                        
                            Bengali 
                    
                        ,
                    
                        
                        
                            Assamese 
                    
                        ,
                    
                        
                        
                            Punjabi 
                    
                        ,
                    
                        
                        
                            Gujarati 
                    
                        ,
                    
                        
                        
                            Tamil 
                    
                        ,
                    
                        
                        
                            Telugu 
                    
                        ,
                    
                        
                        
                            Kannada 
                    
                        ,
                    
                        
                        
                            Malayalam