ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ପ୍ରଧାନମନ୍ତ୍ରୀ ଏବଂ ମିଳିତ ଜାତିସଂଘର ମହାସଚିବ ଆଣ୍ଟୋନିଓ ଗୁଟେରସ୍ ଯୋଗର ଗୁରୁତ୍ୱକୁ ସୂଚୀତ କରିଛନ୍ତି

ପୋଷ୍ଟ କରାଯିବା ଦିନାଙ୍କ: 21 JUN 2023 8:43PM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମିଳିତ ଜାତିସଂଘର ମହାସଚିବ ଆଣ୍ଟେନିଓ ଗୁଟେରସ୍ଙ୍କ ସହ ଯୋଗର ଗୁରୁତ୍ୱ ଉପରେ ସହମତି ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ମଧ୍ୟ ଇଚ୍ଛା ପ୍ରକଟ କରିଛନ୍ତି ଯେ ଯୋଗ ଦିବସ ଆମ ସମସ୍ତଙ୍କୁ ନିକଟତର କରି ଆମ ପୃଥିବୀର ସ୍ୱାସ୍ଥ୍ୟରେ ଉନ୍ନତି ଆଣିବ

ଜାତିସଂଘର ମହା ସଚିବ ଏକ ଟୁଇଟ୍ କରି କହିଛନ୍ତି ଯେ ଏକ ବିଭାଜିତ ଦୁନିଆରେ ଯୋଗ ସମଗ୍ର ବିଶ୍ୱରେ ଲକ୍ଷ ଲକ୍ଷ ଲୋକଙ୍କୁ ଏକତ୍ର କରିଥାଏ, ଯେଉଁମାନଙ୍କ ପାଇଁ ଏହା ଶକ୍ତି, ସୌହାର୍ଦ୍ଦ୍ୟ ଏବଂ ଶାନ୍ତିର ଉତ୍ସ ଅଟେ

ଜାତିସଂଘର ମହା ସଚିବଙ୍କ ଟୁଇଟର ଜବାବ ଦେଇ ପ୍ରଧାନମନ୍ତ୍ରୀ ଟୁଇଟ୍କରିଛନ୍ତି;

ଯୋଗର ମହତ୍ୱ ଉପରେ ଜାତିସଂଘ ମହା ସଚିବ ଆଣ୍ଟେନିଓ ଗୁଟେରସ୍ ସହିତ ସମ୍ପୂର୍ଣ୍ଣ ସହମତ ଯୋଗ ଦିବସ ଆମ ସମସ୍ତଙ୍କୁ ନିକଟତର କରିବ ଏବଂ ଆମ ପୃଥିବୀର ସ୍ୱାସ୍ଥ୍ୟରେ ଉନ୍ନତି ଆଣିବ

HS


(ରିଲିଜ ଆଡି: 1934364) ପରିଦର୍ଶକ କାଉଣ୍ଟର : 159