ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ରାଷ୍ଟ୍ରପତିଙ୍କୁ ଜନ୍ମଦିନରେ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ
ପୋଷ୍ଟ କରାଯିବା ଦିନାଙ୍କ:
20 JUN 2023 8:57AM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କୁ ତାଙ୍କ ଜନ୍ମଦିନରେ ଶୁଭେଚ୍ଛା ଜଣାଇଛନ୍ତି ।
ଏକ ଟୁଇଟରେ ପ୍ରଧାନମନ୍ତ୍ରୀ କହିଛନ୍ତି:
‘ରାଷ୍ଟ୍ରପତିଙ୍କୁ ତାଙ୍କ ଜନ୍ମଦିନରେ ଶୁଭେଚ୍ଛା । ଜ୍ଞାନ, ଗରିମା ଏବଂ ଆମ ଲୋକଙ୍କ କଲ୍ୟାଣ ନିମନ୍ତେ ପ୍ରତିବଦ୍ଧତାର ସେ ଏକ କିରଣ । ଦେଶକୁ ପ୍ରଗତି ଦିଗରେ ଆଗକୁ ବଢ଼ାଇବାରେ ତାଙ୍କ ଉଦ୍ୟମ ପାଇଁ ସେ ପ୍ରଶଂସିତ । ତାଙ୍କ ସମର୍ପଣ ଆମ ସମସ୍ତଙ୍କୁ ପ୍ରେରିତ କରିଥାଏ । ତାଙ୍କ ସୁସ୍ଥ ଏବଂ ଦୀର୍ଘ ଜୀବନ କାମନା କରୁଛି ।’
SR
(ରିଲିଜ ଆଡି: 1933691)
ପରିଦର୍ଶକ କାଉଣ୍ଟର : 131
ଏହି ରିଲିଜ ପଢନ୍ତୁ :
Gujarati
,
Bengali
,
English
,
Urdu
,
Marathi
,
हिन्दी
,
Manipuri
,
Assamese
,
Punjabi
,
Tamil
,
Telugu
,
Kannada
,
Malayalam