ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଆସାମ ଚା ବଗିଚାରେ ବିଦ୍ୟାଳୟକୁ ପ୍ରଧାନମନ୍ତ୍ରୀଙ୍କ ସ୍ୱାଗତ

ପୋଷ୍ଟ କରାଯିବା ଦିନାଙ୍କ: 19 JUN 2023 11:59AM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆସାମ ସରକାରଙ୍କ ନୂଆ ପଦକ୍ଷେପକୁ ସ୍ୱାଗତ କରିଛନ୍ତି ।

ଜୁନ୍ ୧୯ରୁ ଜୁନ୍ ୨୫ ତାରିଖ ପର୍ଯ୍ୟନ୍ତ ଆସାମ ସରକାର ୩୮ଟି ନୂତନ ମାଧ୍ୟମିକ ବିଦ୍ୟାଳୟ ଛାତ୍ର ସମାଜ ପାଇଁ ଉତ୍ସର୍ଗର୍ କରିବେ । ୩୮ଟି ବିଦ୍ୟାଳୟ ପକ୍ଷରୁ ୧୯ଟି ଚା ବଗିଚା ଅଞ୍ଚଳରେ ରହିବ ।

ଆସାମ ମୁଖ୍ୟମନ୍ତ୍ରୀ ଶ୍ରୀ ହିମନ୍ତ ବିଶ୍ୱଶର୍ମାଙ୍କ ଏକ ଟୁଇଟର ଜବାବରେ ପ୍ରଧାନମନ୍ତ୍ରୀ ଟୁଇଟ୍ କରିଛନ୍ତି:

‘ପ୍ରଶଂସନୀୟ ପଦକ୍ଷେପ । ଶିକ୍ଷା ଏକ ସମୃଦ୍ଧ ରାଷ୍ଟ୍ରର ଆଧାର ଏବଂ ଏହି ନୂତନ ମାଧ୍ୟମିକ ସ୍କୁଲଗୁଡ଼ିକ ଯୁବପିଢ଼ି ପାଇଁ ଏକ ଦୃଢ଼ ମୂଳଦୁଆ ପ୍ରଦାନ କରିବ । ବିଶେଷକରି ଚା ବଗିଚା କ୍ଷେତ୍ର ପାଇଁ ପ୍ରତିବଦ୍ଧତା ବାବଦରେ ଜାଣି ଖୁସି ହେଲି ।’

SR


(ରିଲିଜ ଆଡି: 1933354) ପରିଦର୍ଶକ କାଉଣ୍ଟର : 166