ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ମେରି ଲାଇଫ୍ ଆପରେ ୨ କୋଟିରୁ ଊର୍ଦ୍ଧ୍ୱ ଲୋକ ଭାଗନେବାକୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା

ପୋଷ୍ଟ କରାଯିବା ଦିନାଙ୍କ: 08 JUN 2023 11:20AM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମେରି ଲାଇଫ୍ ଆପ୍ ଲଞ୍ଚ୍ ହେବାର ଏକ ମାସରୁ ବି କମ୍ ସମୟରେ ଏଥିରେ କୋଟିରୁ ଊର୍ଦ୍ଧ୍ୱ ଲୋକ ଭାଗନେବାକୁ ପ୍ରଶଂସା କରିଛନ୍ତି

କେନ୍ଦ୍ର ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଶ୍ରୀ ଭୂପିନ୍ଦର ଯାଦବଙ୍କ ଏକ ଟୁଇଟ ସେୟାର କରି ପ୍ରଧାନମନ୍ତ୍ରୀ ଟୁଇଟ୍ କରିଛନ୍ତି:

ଏହି ଉତ୍ସାହଜନକ ଟ୍ରେଣ୍ଡ୍ ଆମ ଗ୍ରହକୁ ଅଧିକ ଉନ୍ନତ କରିବା ଦିଗରେ ସାମୂହିକ ପ୍ରୟାସକୁ ଦର୍ଶାଉଛି

SR


(ରିଲିଜ ଆଡି: 1930666) ପରିଦର୍ଶକ କାଉଣ୍ଟର : 205