ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ବିଶିଷ୍ଟ ଅଭିନେତ୍ରୀ ସୁଲୋଚନାଙ୍କ ଦେହାନ୍ତରେ ପ୍ରଧାନମନ୍ତ୍ରୀଙ୍କ ଶୋକ

ପୋଷ୍ଟ କରାଯିବା ଦିନାଙ୍କ: 05 JUN 2023 1:15PM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବିଶିଷ୍ଟ ଅଭିନେତ୍ରୀ ସୁଲୋଚନାଙ୍କ ଦେହାନ୍ତରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ତାଙ୍କ କାର୍ଯ୍ୟ ମାଧ୍ୟମରେ ସେ ସର୍ବଦା ଜୀବନ୍ତ ରହିବେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି

ପ୍ରଧାନମନ୍ତ୍ରୀ ଟୁଇଟ୍ କରିଛନ୍ତି:

ସୁଲୋଚନାଜୀଙ୍କ ପରଲୋକ ଭାରତୀୟ ସିନେମା ଜଗତରେ ଏକ ବଡ଼ ଶୂନ୍ୟସ୍ଥାନ ଛାଡ଼ିଯାଇଛି ତାଙ୍କର ଅବିସ୍ମରଣୀୟ ପ୍ରଦର୍ଶନ ଆମ ସଂସ୍କୃତିକୁ ସମୃଦ୍ଧ କରିଛି ଏବଂ ତାଙ୍କୁ ପିଢ଼ି ପରେ ପିଢ଼ି ଲୋକଙ୍କ ପ୍ରିୟ କରିଛି ତାଙ୍କ କାର୍ଯ୍ୟ ମାଧ୍ୟମରେ ତାଙ୍କ ସିନେମାଗତ ଲିଗାସୀ ଜୀବିତ ରହିବ ତାଙ୍କ ପରିବାର ପ୍ରତି ମୋର ସମବେଦନା ଓମ୍ ଶାନ୍ତି ’  

 SR


(ରିଲିଜ ଆଡି: 1929880) ପରିଦର୍ଶକ କାଉଣ୍ଟର : 171