ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ନୂଆ ସଂସଦ ଭବନର ନିର୍ମାଣ କରିଥିବା ଶ୍ରମିକମାନଙ୍କୁ ସମ୍ମାନିତ କରିଛନ୍ତି ପ୍ରଧାନମନ୍ତ୍ରୀ

Posted On: 28 MAY 2023 7:21PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆ ସଂସଦର ନିର୍ମାଣ କରିଥିବା ଶ୍ରମିକମାନଙ୍କ ସହିତ ଆଲୋଚନା କରିଛନ୍ତି ଓ ତାଙ୍କୁ ସମ୍ମାନିତ କରିଛନ୍ତି। ଶ୍ରମିକମାନଙ୍କର ଯୋଗଦାନକୁ ସ୍ମରଣୀୟ କରିବା ଉଦ୍ଦେଶ୍ୟରେ ନୂଆ ସଂସଦ ଭବନରେ ନୂତନ ଗ୍ୟାଲେରି କରାଯାଇଛି।

ପ୍ରଧାନମନ୍ତ୍ରୀ ଟ୍ବିଟ୍ କରିଛନ୍ତି :

‘‘ଆଜି, ଆମେ ଆମର ସଂସଦର ନୂଆ ଭବନର ଉଦ୍‌ଘାଟନ କରୁଛୁ, ଆମେ ଶ୍ରମିକମାନଙ୍କୁ ତାଙ୍କର ଅକ୍ଳାନ୍ତ ପରିଶ୍ରମ ଓ ଶିଳ୍ପ ଦକ୍ଷତା ପାଇଁ ମଧ୍ୟ ସମ୍ମାନିତ କରୁଛୁ।’’

BS



(Release ID: 1928981) Visitor Counter : 106