ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

କାନପୁର ବିମାନବନ୍ଦରରେ ସିଭିଲ ଏନକ୍ଲେଭ୍ ଉଦଘାଟନକୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା

ପୋଷ୍ଟ କରାଯିବା ଦିନାଙ୍କ: 31 MAY 2023 2:49PM by PIB Bhubaneswar

କାନପୁର ବିମାନବନ୍ଦରରେ ନୂଆ ସିଭିଲ ଏନକ୍ଲେଭ ଯାତ୍ରାକୁ ସହଜ କରିବ ଏବଂ ସୁଯୋଗର ବିସ୍ତାର କରିବ ବୋଲି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ।

ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଶ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଏକ ଟୁଇଟର ଉତ୍ତର ଦେଇ ମୋଦୀ ଟୁଇଟ କରିଛନ୍ତି:

‘ବହୁତ ବହୁତ ଅଭିନନ୍ଦନ! କାନପୁର ବିମାନବନ୍ଦରରେ ଏପରି ସୁବିଧାର ସମ୍ପ୍ରସାରଣ ଲୋକଙ୍କ ବିମାନଯାତ୍ରାକୁ ଅଧିକ ସହଜ କରିବ । ଏଥିସହ ନୂଆ ସୁଯୋଗ ମଧ୍ୟ ସୃଷ୍ଟି ହେବ ।’

 SR


(ରିଲିଜ ଆଡି: 1928571) ପରିଦର୍ଶକ କାଉଣ୍ଟର : 165