ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

କାନପୁର ବିମାନବନ୍ଦରରେ ସିଭିଲ ଏନକ୍ଲେଭ୍ ଉଦଘାଟନକୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା

प्रविष्टि तिथि: 31 MAY 2023 2:49PM by PIB Bhubaneshwar

କାନପୁର ବିମାନବନ୍ଦରରେ ନୂଆ ସିଭିଲ ଏନକ୍ଲେଭ ଯାତ୍ରାକୁ ସହଜ କରିବ ଏବଂ ସୁଯୋଗର ବିସ୍ତାର କରିବ ବୋଲି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି

ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଶ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଏକ ଟୁଇଟର ଉତ୍ତର ଦେଇ ମୋଦୀ ଟୁଇଟ କରିଛନ୍ତି:

ବହୁତ ବହୁତ ଅଭିନନ୍ଦନ! କାନପୁର ବିମାନବନ୍ଦରରେ ଏପରି ସୁବିଧାର ସମ୍ପ୍ରସାରଣ ଲୋକଙ୍କ ବିମାନଯାତ୍ରାକୁ ଅଧିକ ସହଜ କରିବ ଏଥିସହ ନୂଆ ସୁଯୋଗ ମଧ୍ୟ ସୃଷ୍ଟି ହେବ

 SR


(रिलीज़ आईडी: 1928571) आगंतुक पटल : 142
इस विज्ञप्ति को इन भाषाओं में पढ़ें: English , Urdu , Marathi , हिन्दी , Manipuri , Bengali , Assamese , Punjabi , Gujarati , Tamil , Telugu , Kannada , Malayalam