ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଚନ୍ଦ୍ରପୁର ଲୋକସଭା ସାଂସଦ ଶ୍ରୀ ବଲୁଭାଉ ନାରାୟଣରାଓ ଧାନୋରକରଙ୍କ ପରଲୋକରେ ପ୍ରଧାନମନ୍ତ୍ରୀଙ୍କ ଶୋକ

ପୋଷ୍ଟ କରାଯିବା ଦିନାଙ୍କ: 30 MAY 2023 2:56PM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଚନ୍ଦ୍ରପୁରର ଲୋକସଭା ସାଂସଦ ଶ୍ରୀ ବଲୁଭାଉ ନାରାୟଣରାଓ ଧାନୋରକରଙ୍କ ପରଲୋକରେ ଶୋକବ୍ୟକ୍ତ କରିଛନ୍ତି

ଚନ୍ଦ୍ରପୁରର ଲୋକସଭା ସାଂସଦ ଶ୍ରୀ ବଲୁଭାଉ ନାରାୟଣରାଓ ଧାନୋରକରଙ୍କ ପରଲୋକରେ ଦୁଃଖିତ ଜନସେବା ତଥା ଗରିବ ଲୋକଙ୍କୁ ସଶକ୍ତ କରିବାରେ ତାଙ୍କର ଅବଦାନ ପାଇଁ ତାଙ୍କୁ ସ୍ମରଣ କରାଯିବ ତାଙ୍କ ପରିବାର ଏବଂ ସମର୍ଥକଙ୍କ ପ୍ରତି ସମବେଦନା ଓମ୍ ଶାନ୍ତି

 SR


(ରିଲିଜ ଆଡି: 1928267) ପରିଦର୍ଶକ କାଉଣ୍ଟର : 175