ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ନିଆଯାଇଥିବା ପ୍ରତ୍ୟେକ ନିଷ୍ପତ୍ତି, କରାଯାଇଥିବା ପ୍ରତିଟି କାମ, ଲୋକଙ୍କ ଜୀବନରେ ଉନ୍ନତି ଆଣିବା ଇଚ୍ଛା ଦ୍ୱାରା ପରିଚାଳିତ ହୋଇଛି: ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 30 MAY 2023 9:55AM by PIB Bhubaneswar

ଦେଶ ସେବାର ବିଜେପି ସରକାରର ୯ ବର୍ଷ ପୂରଣ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବିନମ୍ରତା ବ୍ୟକ୍ତ କରିବା ସହ କୃତଜ୍ଞତା ଜଣାଇଛନ୍ତି ।

ପ୍ରଧାନମନ୍ତ୍ରୀ ଟୁଇଟ୍ କରିଛନ୍ତି:

‘ଆଜି ଆମେ ଦେଶ ସେବାରେ ୯ ବର୍ଷ ପୂରଣ କରିଥିବାବେଳେ ମୁଁ ବିନମ୍ରତା ଏବଂ କୃତଜ୍ଞତାରେ ଭରିଉଠିଛି । ପ୍ରତ୍ୟେକ ନିଷ୍ପତ୍ତି, ପ୍ରତିଟି କାର୍ଯ୍ୟ ଲୋକଙ୍କ ଜୀବନରେ ଉନ୍ନତି ଆଣିବା ଇଚ୍ଛାରେ ପରିଚାଳିତ ହୋଇଛି । ଏକ ବିକଶିତ ଭାରତ ନିର୍ମାଣ କରିବା ପାଇଁ ଆମେ ଆହୁରି କଠିନ ପରିଶ୍ରମ କରିବୁ । #9YearsOfSeva’

 SR


(ରିଲିଜ ଆଡି: 1928261) ପରିଦର୍ଶକ କାଉଣ୍ଟର : 193