ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
କରୱାର ଠାରେ ନବନିର୍ମିତ ଏୟାରକ୍ରାଫ୍ଟ କ୍ୟାରିୟର ପିୟରରେ ପ୍ରଥମ ଥର ଆଇଏନଏସ ବିକ୍ରାନ୍ତର ସଫଳତାର ସହ ବର୍ଥିଂକୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ
ପୋଷ୍ଟ କରାଯିବା ଦିନାଙ୍କ:
21 MAY 2023 6:54PM by PIB Bhubaneshwar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, କରୱାର ଠାରେ ନବନିର୍ମିତ ଏୟାରକ୍ରାଫ୍ଟ କ୍ୟାରିୟର ପିୟରରେ ପ୍ରଥମ ଥର ଆଇଏନଏସ ବିକ୍ରାନ୍ତର ସଫଳତାର ସହ ବର୍ଥିଂକୁ ପ୍ରଶଂସା କରିଛନ୍ତି ।
ଭାରତୀୟ ନୌସେନା ପକ୍ଷରୁ ହୋଇଥିବା ଟ୍ୱିଟ ପ୍ରତ୍ୟୁତ୍ତରରେ ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି;
“ଉଲ୍ଲେଖନୀୟ!”
SR
(ରିଲିଜ ଆଡି: 1926182)
ପରିଦର୍ଶକ କାଉଣ୍ଟର : 169
ଏହି ରିଲିଜ ପଢନ୍ତୁ :
English
,
Urdu
,
Marathi
,
हिन्दी
,
Bengali
,
Manipuri
,
Assamese
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam