ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ହିରୋସୀମା ଶାନ୍ତି ସ୍ମାରକ ସଂଗ୍ରହାଳୟକୁ ପ୍ରଧାନମନ୍ତ୍ରୀଙ୍କ ଗସ୍ତ
Posted On:
21 MAY 2023 7:58AM by PIB Bhubaneshwar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶାନ୍ତି ସ୍ମାରକ ସଂଗ୍ରହାଳୟ ଗସ୍ତ କରିବା ନିମନ୍ତେ ହିରୋସୀମାରେ ଜି-୭ ଶିଖର ସମ୍ମିଳନୀରେ ଅନ୍ୟ ନେତାମାନଙ୍କ ସହ ସାମିଲ ହୋଇଥିଲେ । ପ୍ରଧାନମନ୍ତ୍ରୀ ସଂଗ୍ରହାଳୟ ପରିଦର୍ଶକଙ୍କ ପୁସ୍ତକରେ ସ୍ୱାକ୍ଷର କରିଛନ୍ତି । ଜି-୭ ଦେଶର ନେତାମାନେ ପରମାଣୁ ବୋମା ପୀଡ଼ିତଙ୍କ ସ୍ମାରକୀରେ ପୁଷ୍କାଞ୍ଜଳି
ଅର୍ପଣ କରିଛନ୍ତି ।
SR
(Release ID: 1926068)
Read this release in:
English
,
Urdu
,
Hindi
,
Marathi
,
Manipuri
,
Bengali
,
Assamese
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam