ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ବିଗତ ବର୍ଷଗୁଡିକରେ ନିଜ ବିଦେଶ ଯାତ୍ରା ବେଳେ ମହାତ୍ମା ଗାନ୍ଧିଙ୍କୁ ଦେଇଥିବା ଶ୍ରଦ୍ଧାଞ୍ଜଳି ସମ୍ପର୍କରେ ଏକ ଶୃଙ୍ଖଳ ଶେୟାର କଲେ ପ୍ରଧାନମନ୍ତ୍ରୀ

Posted On: 20 MAY 2023 12:07PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ବିଗତ ବର୍ଷଗୁଡିକରେ ନିଜ ବିଦେଶ ଗସ୍ତ ବେଳେ ମହାତ୍ମା ଗାନ୍ଧିଙ୍କୁ ଦେଇଥିବା ଶ୍ରଦ୍ଧାଞ୍ଜଳି ସମ୍ପର୍କରେ ଶ୍ରୀ ରାଧାମୋହନ ସିଂହଙ୍କ ଦ୍ୱାରା କରାଯାଇଥିବା ଏକ ଶୃଙ୍ଖଳ ଶେୟାର କରିଛନ୍ତି ।

ଏହି ଟ୍ୱିଟ ଶୃଙ୍ଖଳ ପ୍ରତ୍ୟୁତ୍ତରରେ ପ୍ରଧାନମନ୍ତ୍ରୀ କହିଛନ୍ତି;

“ସୁନ୍ଦର ଶୃଙ୍ଖଳ, ଯାହା ବହୁ ପୁରୁଣା ସ୍ମୃତିକୁ ତାଜା କରି ଦେଇଛି ।

ଭାରତ ଗାନ୍ଧିଜୀଙ୍କ ଭୂମି ହୋଇଥିବାରୁ ଗର୍ବିତ ଓ ଆମେ ସବୁବେଳେ ମାନବତା ପ୍ରତି ତାଙ୍କ ଦୃଷ୍ଟିକୁ ସାକାର କରିବା ପାଇଁ କାମ କରିଚାଲିବୁ ।”  

SR



(Release ID: 1925999) Visitor Counter : 101