ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଆଣ୍ଡ୍ର‌୍ୟୁ ୟୁଲ୍ ଆଣ୍ଡ କମ୍ପାନୀ ଲିମିଟେଡ୍ ଦ୍ୱାରା ଚା’ ରପ୍ତାନୀରେ ୪୩୧% ବୃଦ୍ଧିକୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା

प्रविष्टि तिथि: 15 MAY 2023 2:35PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଚାରପ୍ତାନୀରେ ୪୩୧% ବୃଦ୍ଧି ପାଇଁ ଭାରୀ ଉଦ୍ୟୋଗ ମନ୍ତ୍ରଣାଳୟ ଅଧୀନରେ ଥିବା ଆଣ୍ଡ୍ର୍ୟୁ ୟୁଲ୍ ଆଣ୍ଡ କମ୍ପାନୀକୁ ଆଜି ପ୍ରଶଂସା କରିଛନ୍ତି

 

କେନ୍ଦ୍ରମନ୍ତ୍ରୀ . ମହେନ୍ଦ୍ର ନାଥ ପାଣ୍ଡେଙ୍କ ଏକ ଟୁଇଟର ଉତ୍ତର ଦେଇ ପ୍ରଧାନମନ୍ତ୍ରୀ ଟୁଇଟ କରିଛନ୍ତି:

 

ବହୁତ ବହୁତ ଶୁଭେଚ୍ଛା! ଆତ୍ମନିର୍ଭର ଭାରତର ସଂକଳ୍ପର ସିଦ୍ଧି ଦିଗରେ ଏହା ଏକ ବଡ଼ ଉପଲବ୍ଧି

 

 SR


(रिलीज़ आईडी: 1924163) आगंतुक पटल : 147
इस विज्ञप्ति को इन भाषाओं में पढ़ें: English , Urdu , Marathi , हिन्दी , Bengali , Assamese , Manipuri , Punjabi , Gujarati , Tamil , Telugu , Kannada , Malayalam