ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଜନ ସୁରକ୍ଷା ଯୋଜନା ଲୋକଙ୍କୁ ଏକ ପ୍ରଭାବଶାଳୀ ସାମାଜିକ ସୁରକ୍ଷାକବଚ ପ୍ରଦାନ କରିଛି: ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 11 MAY 2023 4:53PM by PIB Bhubaneswar

ପ୍ରଧାନମନ୍ତ୍ରୀ ଜନ ସୁରକ୍ଷା ଯୋଜନାର ବର୍ଷ ପୂର୍ତ୍ତି ଅବସରରେ ଏହାର ହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶୁଭେଚ୍ଛା ଜଣାଇଛନ୍ତି

ଅର୍ଥ ମନ୍ତ୍ରଣାଳୟର ଟୁଇଟର ଉତ୍ତର ଦେଇ ପ୍ରଧାନମନ୍ତ୍ରୀ ଟୁଇଟ କରିଛନ୍ତି:

ବର୍ଷ ପୂର୍ବେ ଆରମ୍ଭ ହୋଇଥିବା ଜନ ସୁରକ୍ଷା ଯୋଜନା କୋଟି କୋଟି ଭାରତୀୟଙ୍କ ପାଇଁ ଏକ ମଜଭୁତ ସମର୍ଥନର ସ୍ରୋତ ହୋଇଛି ଏହା ଲୋକଙ୍କୁ ଏକ ପ୍ରଭାବୀ ସାମାଜିକ ସୁରକ୍ଷା କବଚ ପ୍ରଦାନ କରିଛି ସମସ୍ତ ହିତାଧିକାରୀଙ୍କୁ ମୋର ଶୁଭକାମନା

 SR


(ରିଲିଜ ଆଡି: 1923399) ପରିଦର୍ଶକ କାଉଣ୍ଟର : 191