ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ପ୍ରଧାନମନ୍ତ୍ରୀ ପ୍ରତିରକ୍ଷା ଅଳଙ୍କରଣ ସମାରୋହରେ ସାମିଲ ହେଲେ
ପୋଷ୍ଟ କରାଯିବା ଦିନାଙ୍କ:
11 MAY 2023 4:36PM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ରାଷ୍ଟ୍ରପତି ଭବନରେ ଆୟୋଜିତ ପ୍ରତିରକ୍ଷା ଅଳଙ୍କରଣ ସମାରୋହରେ ଯୋଗଦେଇଥିଲେ ।
ପ୍ରଧାନମନ୍ତ୍ରୀ ଟୁଇଟ୍ କରିଛନ୍ତି:
‘ପ୍ରତିରକ୍ଷା ଅଳଙ୍କରଣ ସମାରୋହରେ ଯୋଗ ଦେଇଥିଲି । ଯେଉଁମାନେ ବୀରତ୍ୱ ପୁରସ୍କାର ପାଇଛନ୍ତି ସେମାନଙ୍କ ପାଇଁ ଗର୍ବିତ । ସେମାନଙ୍କର ସାହସ ଆମକୁ ସର୍ବଦା ପ୍ରେରଣା ଯୋଗାଇବ’ ।
SR
(ରିଲିଜ ଆଡି: 1923387)
ପରିଦର୍ଶକ କାଉଣ୍ଟର : 143
ଏହି ରିଲିଜ ପଢନ୍ତୁ :
English
,
Urdu
,
हिन्दी
,
Marathi
,
Bengali
,
Manipuri
,
Assamese
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam