ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ପ୍ରସିଦ୍ଧ ବଙ୍ଗାଳୀ ଲେଖକ ଶ୍ରୀ ସମରେଶ ମଜୁମଦାରଙ୍କ ପରଲୋକରେ ପ୍ରଧାନମନ୍ତ୍ରୀଙ୍କ ଶୋକ

ପୋଷ୍ଟ କରାଯିବା ଦିନାଙ୍କ: 09 MAY 2023 4:02PM by PIB Bhubaneswar

ପ୍ରଧାନମନ୍ତ୍ରୀ ଟୁଇଟ୍ କରିଛନ୍ତି:

ଶ୍ରୀ ସମରେଶ ମଜୁମଦାରଙ୍କୁ ବଙ୍ଗଳା ସାହିତ୍ୟରେ ତାଙ୍କ ଯୋଗଦାନ ପାଇଁ ମନେ ରଖାଯିବ ତାଙ୍କ କାର୍ଯ୍ୟ ପଶ୍ଚିମବଙ୍ଗ ସମାଜ ସଂସ୍କୃତିର ବିଭିନ୍ନ ଦିଗକୁ ଦର୍ଶାଇଥାଏ ତାଙ୍କ ପରିବାରକୁ ମୋର ସମବେଦନା

 

শ্রী সমরেশ মজুমদার বাংলা সাহিত্যে তাঁর অবদানের জন্য স্মরণীয় হয়ে থাকবেন । তাঁর লেখনীতে পশ্চিমবঙ্গের সমাজ ও সংস্কৃতির বিভিন্ন দিক সুন্দরভাবে ফুটে উঠেছে। তাঁর পরিবারের প্রতি রইল আমার সমবেদনা। ওঁ শান্তি ।

— Narendra Modi (@narendramodi) May 8, 2023

 SR


(ରିଲିଜ ଆଡି: 1922786) ପରିଦର୍ଶକ କାଉଣ୍ଟର : 146