ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

କେରଳର ମାଲାପ୍ପୁରମରେ ବୋଟ୍ ବୁଡ଼ି ଦୁର୍ଘଟଣାରେ ପ୍ରଧାନମନ୍ତ୍ରୀଙ୍କ ଶୋକ

ପୋଷ୍ଟ କରାଯିବା ଦିନାଙ୍କ: 07 MAY 2023 11:16PM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କେରଳର ମାଲାପ୍ପୁରମରେ ଡଙ୍ଗା ବୁଡ଼ି ଲୋକଙ୍କ ଜୀବନ ହାନି ଘଟଣାରେ ଶୋକବ୍ୟକ୍ତ କରିଛନ୍ତି ଏଥିସହ ମୃତକଙ୍କ ପରିବାର ପାଇଁ ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରିଛନ୍ତି

 

ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଟୁଇଟ୍ କରାଯାଇଛି:

କେରଳର ମାଲାପ୍ପୁରମ ଡଙ୍ଗା ବୁଡ଼ି ଘଟଣାରେ ଜୀବନହାନି ହେବା ଯୋଗୁ ମର୍ମାହତ ଶୋକସନ୍ତପ୍ତ ପରିବାରକୁ ସମବେଦନା ପ୍ରତ୍ୟେକ ମୃତକଙ୍କ ପରିବାରକୁ ପିଏମଏନଆରଏଫରୁ ଲକ୍ଷ ଟଙ୍କା ଅନୁକମ୍ପାମୂଳକ ସହାୟତା ଯୋଗାଇ ଦିଆଯିବ: ପ୍ରଧାନମନ୍ତ୍ରୀ l

 

 SR


(ରିଲିଜ ଆଡି: 1922496) ପରିଦର୍ଶକ କାଉଣ୍ଟର : 158