ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଫ୍ରାନ୍ସର ବାସ୍ତିଲ ଦିବସ ସମାରୋହକୁ ସମ୍ମାନିତ ଅତିଥି ଭାବେ ନିମନ୍ତ୍ରଣ ଜଣାଇଥିବାରୁ ଫ୍ରାନ୍ସ ରାଷ୍ଟ୍ରପତିଙ୍କୁ ଧନ୍ୟବାଦ ଜଣାଇଲେ ପ୍ରଧାନମନ୍ତ୍ରୀ
Posted On:
07 MAY 2023 6:16PM by PIB Bhubaneshwar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ଜୁଲାଇ ୧୪ରେ ଫ୍ରାନ୍ସର ବାସ୍ତିଲ ଦିବସ ସମାରୋହରେ ସମ୍ମାନିତ ଅତିଥି ହେବେ ।
ଫ୍ରାନ୍ସ ରାଷ୍ଟ୍ରପତି ମହାମହିମ ଇମାନୁଏଲ ମାକ୍ରନଙ୍କ ଟ୍ୱିଟ ପ୍ରତ୍ୟୁତ୍ତରରେ ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି;
“ଧନ୍ୟବାଦ ମୋର ବନ୍ଧୁ @EmmanuelMacron! ବାସ୍ତିଲ ଦିବସ ଓ ଆପଣ ତଥା ଫ୍ରେଞ୍ଚ ଲୋକଙ୍କ ସହ ଆମ ରଣନୈତିକ ଭାଗିଦାରୀ ସମାରୋହ ପାଳନ ପାଇଁ ଆଶାବାଦୀ ।”
"Merci mon ami @EmmanuelMacron ! Je me réjouis de fêter le 14 juillet et notre partenariat stratégique avec toi et le peuple français."
SR
(Release ID: 1922417)
Visitor Counter : 151
Read this release in:
Telugu
,
English
,
Urdu
,
Hindi
,
Marathi
,
Bengali
,
Manipuri
,
Assamese
,
Punjabi
,
Gujarati
,
Tamil
,
Kannada
,
Malayalam