ପୋଷ୍ଟ କରାଯିବା ଦିନାଙ୍କ:
05 MAY 2023 8:56PM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବୁଦ୍ଧ ପୂର୍ଣ୍ଣିମା ଉପଲକ୍ଷେ ଶୁଭେଚ୍ଛା ଜଣାଇଛନ୍ତି ।
ପ୍ରଧାନମନ୍ତ୍ରୀ ଟୁଇଟ କରିଛନ୍ତି:
‘ବୁଦ୍ଧ ପୂର୍ଣ୍ଣିମା ଅବସରରେ ଶୁଭେଚ୍ଛା । ଭଗବାନ ବୁଦ୍ଧଙ୍କ ଆଦର୍ଶ ଆମକୁ ଆଲୋକ ଦେଖାଇବା ସହ ସମସ୍ତଙ୍କୁ ଶକ୍ତି
ପ୍ରଦାନ କରନ୍ତୁ’ ।
SR