ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

କଳାଦାନ ମଲ୍ଟି ମୋଡାଲ ଟ୍ରାଞ୍ଜିଟ ଟ୍ରାନ୍ସପୋର୍ଟ ପ୍ରୋଜେକ୍ଟରେ ବିକଶିତ ଶ୍ୟାମା ପ୍ରସାଦ ମୁଖାର୍ଜୀ ବନ୍ଦରରୁ ସିତୱେ ବନ୍ଦର ମ୍ୟାନମାର ପର୍ଯ୍ୟନ୍ତ ଜାହାଜ ଚଳାଚଳ ଉଦଘାଟନକୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା

ପୋଷ୍ଟ କରାଯିବା ଦିନାଙ୍କ: 05 MAY 2023 8:52PM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କଳାଦାନ ମଲ୍ଟି ମୋଡାଲ ଟ୍ରାଞ୍ଜିଟ ଟ୍ରାନ୍ସପୋର୍ଟ ପ୍ରୋଜେକ୍ଟରେ ବିକଶିତ ଶ୍ୟାମା ପ୍ରସାଦ ମୁଖାର୍ଜୀ ବନ୍ଦରରୁ ସିତୱେ ବନ୍ଦର ମ୍ୟାନମାର ପର୍ଯ୍ୟନ୍ତ ଜାହାଜ ଚଳାଚଳ ଉଦଘାଟନକୁ ପ୍ରଶଂସା କରିଛନ୍ତି ।

ବନ୍ଦର, ପରିବହନ ଏବଂ ଜଳପଥ କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ଶ୍ରୀ ଶାନ୍ତନୁ ଠାକୁରଙ୍କ ଏକ ଟୁଇଟ ସେୟାର କରି ପ୍ରଧାନମନ୍ତ୍ରୀ ଟୁଇଟ କରିଛନ୍ତି:

‘ବାଣିଜ୍ୟ ଏବଂ ଯୋଗାଯୋଗ ପାଇଁ ବହୁତ ଭଲ ଖବର’ ।

 SR


(ରିଲିଜ ଆଡି: 1922200) ପରିଦର୍ଶକ କାଉଣ୍ଟର : 205