ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ପ୍ରତିଭାବାନ ଶାଲମାଲିଙ୍କ ଭିଡିଓ ସେୟାର କରିଛନ୍ତି ପ୍ରଧାନମନ୍ତ୍ରୀ

Posted On: 25 APR 2023 9:19AM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କୁନି ଶାଲମାଲିଙ୍କ ଏକ ଭିଡିଓ ସେୟାର କରିଛନ୍ତି ଏବଂ ତାଙ୍କର ସଂଗୀତ ପ୍ରତିଭାକୁ ପ୍ରଶଂସା କରିଛନ୍ତି।

ପ୍ରଧାନମନ୍ତ୍ରୀ ଟୁଇଟ୍ କରିଛନ୍ତି:

"ଏହି ଭିଡିଓ ସମସ୍ତଙ୍କ ମୁହଁରେ ହସ ଆଣିପାରେ। ଅତୁଳନୀୟ ପ୍ରତିଭା ଏବଂ ସୃଜନଶୀଳତା। ଶାଲମାଲିଙ୍କୁ ଶୁଭକାମନା!"

BS

 



(Release ID: 1921260) Visitor Counter : 97