ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ମହିଳା ସମ୍ମାନ ସଞ୍ଚୟ ପ୍ରମାଣପତ୍ର ପାଇଁ ନଥିଭୁକ୍ତ ହେବାକୁ ମହିଳାମାନଙ୍କୁ ଆହ୍ୱାନ ଜଣାଇଲେ ପ୍ରଧାନମନ୍ତ୍ରୀ

Posted On: 29 APR 2023 8:56AM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ,  ମହିଳା ସମ୍ମାନ ସଞ୍ଚୟ ପ୍ରମାଣପତ୍ର (ଏମଏସଏସସି) ପାଇଁ ନଥିଭୁକ୍ତ ହେବାକୁ ମହିଳାମାନଙ୍କୁ ଆହ୍ୱାନ ଜଣାଇଛନ୍ତି ।

ଏମଏସଏସସି ମାଧ୍ୟମରେ ମହିଳାମାନଙ୍କ ଆର୍ଥିକ ଅନ୍ତର୍ଭୁକ୍ତି ବୃଦ୍ଧି ଓ ଉନ୍ନତ ଲାଭ ଉପଲବ୍ଧ ହେବା ସମ୍ପର୍କରେ କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଶ୍ରୀମତୀ ସ୍ମୃତି ଇରାନୀଙ୍କ ଟ୍ୱିଟକୁ ରି-ଟ୍ୱିଟ କରି ପ୍ରଧାନମନ୍ତ୍ରୀ କହିଛନ୍ତି;

ଅଧିକରୁ ଅଧିକ ମହିଳାଙ୍କୁ ଏମଏସଏସସିରେ ନଥିଭୁକ୍ତ ହେବାକୁ ଆହ୍ୱାନ ଜଣାଉଛି । ଏହା ଆମ ନାରୀ ଶକ୍ତିକୁ ଅନେକ ଲାଭ ପ୍ରଦାନ କରିବ ।

SR



(Release ID: 1921010) Visitor Counter : 138