ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ରାଜସ୍ଥାନର ଟୋଙ୍କରେ ସାଂସଦ ରୋଷେଇ ପଦକ୍ଷେପକୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା

ପୋଷ୍ଟ କରାଯିବା ଦିନାଙ୍କ: 28 APR 2023 10:17AM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ରାଜସ୍ଥାନର ଟୋଙ୍କରେ ସାଂସଦ ରୋଷେଇ ପଦକ୍ଷେପକୁ ପ୍ରଶଂସା କରିଛନ୍ତି

ଟୋଙ୍କ-ସୱାଇ ମାଧୋପୁର ସାଂସଦ ସୁଖବୀର ସିଂ ଜୌନପୁରିଆଙ୍କ ଏକ ଟୁଇଟର ଉତ୍ତର ଦେଇ ପ୍ରଧାନମନ୍ତ୍ରୀ ଟୁଇଟ କରିଛନ୍ତି:

ପ୍ରଶଂସନୀୟ ପ୍ରୟାସ! ଟୋଙ୍କରେ ସାଂସଦ ରୋଷେଇର ଏହି ପଦକ୍ଷେପ ଗରିବ ଏବଂ ଅସହାୟ ଲୋକଙ୍କୁ ବହୁତ ସହାୟକ ହେବ

 

SR


(ରିଲିଜ ଆଡି: 1920520) ପରିଦର୍ଶକ କାଉଣ୍ଟର : 144