ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଥ୍ରିସୁରର ପ୍ରଥମ ବନ୍ଦେ ଭାରତ ଟ୍ରେନର ସ୍ୱାଗତକୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା
ପୋଷ୍ଟ କରାଯିବା ଦିନାଙ୍କ:
26 APR 2023 5:16PM by PIB Bhubaneswar
କେରଳର ପ୍ରଥମ ବନ୍ଦେ ଭାରତର ଟ୍ରେନକୁ ଭବ୍ୟ ପାରମ୍ପରିକ ସ୍ୱାଗତ କରିଥିବାରୁ ଥ୍ରିସୂରର ଲୋକଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ପ୍ରଶଂସା କରିଛନ୍ତି ।
ରେଳ ମନ୍ତ୍ରଣାଳୟର ଏକ ଟୁଇଟର ଉତ୍ତର ଦେଇ ପ୍ରଧାନମନ୍ତ୍ରୀ ଟୁଇଟ କରିଛନ୍ତି:
‘ବହୁତ ସୁନ୍ଦର ଥ୍ରିସୂର!’
SR
(ରିଲିଜ ଆଡି: 1919882)
ପରିଦର୍ଶକ କାଉଣ୍ଟର : 138
ଏହି ରିଲିଜ ପଢନ୍ତୁ :
Malayalam
,
English
,
Urdu
,
हिन्दी
,
Marathi
,
Manipuri
,
Bengali
,
Assamese
,
Punjabi
,
Gujarati
,
Tamil
,
Telugu
,
Kannada