ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଉନ୍ନତ ମାନର ତଥା ସୁଲଭ ସ୍ୱାସ୍ଥ୍ୟସେବା ଏକ ସୁସ୍ଥ ଭାରତ ଗଠନ ଦିଗରେ ଯୋଗଦାନ ଦେଉଛି: ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 26 APR 2023 5:12PM by PIB Bhubaneshwar

ସୁଲଭ ସ୍ୱାସ୍ଥ୍ୟସେବା ଯୋଗାଇଦେବା ପାଇଁ ସରକାରଙ୍କ ପଦକ୍ଷେପଗୁଡ଼ିକର ପ୍ରଭାବ ବାବଦରେ ଆଲୋଚନା କରି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରହ୍ଲାଦ ଜୋଶୀଙ୍କ ଏକ ଟୁଇଟକୁ  ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସେୟାର କରିଛନ୍ତି

ପ୍ରଧାନମନ୍ତ୍ରୀ ଟୁଇଟ୍ କରିଛନ୍ତି:

ଉନ୍ନତ ମାନର ତଥା ସୁଲଭ ସ୍ୱାସ୍ଥ୍ୟସେବା ଯୋଗାଇବା ପାଇଁ ଆମର ପ୍ରୟାସ କିପରି ଏକ ସୁସ୍ଥ ଭାରତ ଗଠନ ଦିଗରେ ସହାୟକ ହେଉଛି ଏବଂ ଅନେକ ଲୋକଙ୍କୁ ସାହାଯ୍ୟ କରୁଛି ତାହାର ଆଉ ଏକ ଉଦାହରଣ

 

SR


(ରିଲିଜ ଆଡି: 1919878) ପରିଦର୍ଶକ କାଉଣ୍ଟର : 165