ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ବ୍ରହ୍ମପୁତ୍ର ନଦୀ ତଳେ ଏଚଡିଡି ପଦ୍ଧତିରେ ୨୪ ଇଞ୍ଚ ବ୍ୟାସର ପ୍ରାକୃତିକ ଗ୍ୟାସ ପାଇପଲାଇନ ନିର୍ମାଣ ସହ ପୂର୍ବୋତ୍ତରରେ ପ୍ରମୁଖ ମାଇଲଷ୍ଟୋନ୍ ଗ୍ୟାସ୍ ଗ୍ରୀଡ୍ ପକ୍ରଳ୍ପକୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା

ପୋଷ୍ଟ କରାଯିବା ଦିନାଙ୍କ: 26 APR 2023 5:09PM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବ୍ରହ୍ମପୁତ୍ର ନଦୀ ତଳେ ଏଚଡିଡି ପଦ୍ଧତିରେ  ୨୪ ଇଞ୍ଚ ବ୍ୟାସର ପ୍ରାକୃତିକ ଗ୍ୟାସ ପାଇପଲାଇନ ନିର୍ମାଣ ସହ ପୂର୍ବୋତ୍ତରର ପ୍ରମୁଖ ମାଇଲଷ୍ଟୋନ୍ ଗ୍ୟାସ୍ ଗ୍ରୀଡ୍ ପକ୍ରଳ୍ପକୁ ପ୍ରଶଂସା କରିଛନ୍ତି

ଏସିଆର ଦୀର୍ଘତମ ଏବଂ ଦୁନିଆର ଦ୍ୱିତୀୟ ଦୀର୍ଘତମ ନଦୀପାର୍ ହାଇଡ୍ରୋକାର୍ବନ ପାଇପଲାଇନ ଭାବେ ରେକର୍ଡ କରିବା ବାବଦରେ ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରଣାଳୟର ଏକ ଟୁଇଟକୁ ପ୍ରଧାନମନ୍ତ୍ରୀ ଟୁଇଟ କରିଛନ୍ତି:

SR


(ରିଲିଜ ଆଡି: 1919875) ପରିଦର୍ଶକ କାଉଣ୍ଟର : 152