ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଆମର ମୂଲ୍ୟବାନ୍ ଐତିହ୍ୟକୁ ଫେରାଇ ଆଣିବା ପାଇଁ ଆମେ ନିରନ୍ତର କାମ କରୁଛୁ: ପ୍ରଧାନମନ୍ତ୍ରୀ

प्रविष्टि तिथि: 25 APR 2023 9:30AM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବିଦେଶରୁ ଜାତୀୟ ଐତିହ୍ୟକୁ ଫେରାଇ ଆଣିବା ପାଇଁ ସରକାରଙ୍କ ପ୍ରତିବଦ୍ଧତାକୁ ଦୋହରାଇଛନ୍ତି କେନ୍ଦ୍ରମନ୍ତ୍ରୀ ଶ୍ରୀ ଜି କିଷାନ୍ ରେଡ୍ଡୀ ଏକ ଟୁଇଟରେ କହିଥିଲେଭଗବାନ ହନୁମାନଙ୍କ ଏକ ଧାତବ ମୂର୍ତ୍ତି ଯାହାକି ଚୋଳ ସାମ୍ରାଜ୍ୟବେଳେ (୧୪ଶ-୧୫ଶ ଶତାବ୍ଦୀ) ଆରିୟାଲୁର ଜିଲ୍ଲା ପୋଟ୍ଟାବେଲି ଭେଲ୍ଲୁର ସ୍ଥିତ ଶ୍ରୀ ବରଥରାଜା ପେରୁମଲ୍ ବିଷ୍ଣୁ ମନ୍ଦିରରୁ ଚୋରି ହୋଇଥିଲା ତାହାକୁ ଅଷ୍ଟ୍ରେଲିଆ ସ୍ଥିତ ଭାରତୀୟ ଦୂତାବାସକୁ ହସ୍ତାନ୍ତର କରାଯାଇଛି

  ଏହାର  ଉତ୍ତର ଦେଇ ପ୍ରଧାନମନ୍ତ୍ରୀ କହିଥିଲେ, ଅଦ୍ୟାବଧି ୨୫୧ କଳାକୃତିକୁ ବିଭିନ୍ନ ଦେଶରୁ ଫେରାଇ ଅଣାଯାଇଛି   ସେଥିମଧ୍ୟରୁ ୨୩୮ଟି ୨୦୧୪ ପରଠୁ ଫେରିଛି ବୋଲି ପ୍ରଧାନମନ୍ତ୍ରୀ ଟୁଇଟ୍ କରିଛନ୍ତି

ଆମେ ଆମର ମୂଲ୍ୟବାନ୍ ଐତିହ୍ୟକୁ ଫେରାଇ ଆଣିବା ପାଇଁ ନିରନ୍ତର କାର୍ଯ୍ୟ କରୁଛୁ 

SR


(रिलीज़ आईडी: 1919501) आगंतुक पटल : 154
इस विज्ञप्ति को इन भाषाओं में पढ़ें: English , Urdu , Marathi , हिन्दी , Bengali , Assamese , Manipuri , Punjabi , Gujarati , Odia , Tamil , Telugu , Kannada , Malayalam