ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ମନ କି ବାତ ପ୍ରଦର୍ଶନୀକୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା

Posted On: 24 APR 2023 6:19PM by PIB Bhubaneshwar

ପ୍ରଧାନମନ୍ତ୍ରୀ, ମନ କି ବାତର ପ୍ରମୁଖ ଦିଗଗୁଡିକୁ ପ୍ରଦର୍ଶିତ କରୁଥିବା ସୃଜନଶୀଳ ପ୍ରଦର୍ଶନୀକୁ ପ୍ରଶଂସା କରିଛନ୍ତି ।

ବରୋଦରା ସାଂସଦ ସୁଶ୍ରୀ ରଞ୍ଜନ ଭଟ୍ଟଙ୍କ ଟ୍ୱିଟ ପ୍ରତ୍ୟୁତ୍ତରରେ ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି;

ସୃଜନଶୀଳ ଉଦ୍ୟମ!  

SR


(Release ID: 1919243)