ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ପଞ୍ଚାୟତ ଓ ସ୍ଥାନୀୟ ପ୍ରତିଷ୍ଠାନଗୁଡିକରେ ସଶକ୍ତିକରଣ ସମ୍ପର୍କରେ ଟ୍ୱିଟ ଶୃଙ୍ଖଳ ଶେୟାର କଲେ ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 24 APR 2023 6:18PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ପଞ୍ଚାୟତ ଓ ସ୍ଥାନୀୟ ପ୍ରତିଷ୍ଠାନଗୁଡିକରେ ସଶକ୍ତିକରଣ ସମ୍ପର୍କରେ MyGovଟ୍ୱିଟ ଶୃଙ୍ଖଳ ଶେୟାର କରିଛନ୍ତି ।

ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି;

ପଞ୍ଚାୟତ ଓ ସ୍ଥାନୀୟ ପ୍ରତିଷ୍ଠାନଗୁଡିକୁ କିପରି ସଶକ୍ତ କରିଛୁ ସେ ସମ୍ପର୍କରେ ଏକ ସୂଚନାଧର୍ମୀ ଶୃଙ୍ଖଳ ।

SR


(ରିଲିଜ ଆଡି: 1919242) ପରିଦର୍ଶକ କାଉଣ୍ଟର : 153