ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଜଳ ସଂରକ୍ଷଣ ପାଇଁ କୁରୁକ୍ଷେତ୍ର ହରିଆନାର ବନ ଗାଁର ଜଣେ ବାସିନ୍ଦା ଅଙ୍କୁରଙ୍କ ଉଦ୍ୟମକୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ

प्रविष्टि तिथि: 24 APR 2023 10:54AM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ଜଳ ସଂରକ୍ଷଣ ପାଇଁ କୁରୁକ୍ଷେତ୍ର ହରିଆନାର ବନ ଗାଁର ଜଣେ ବାସିନ୍ଦା ଅଙ୍କୁରଙ୍କ ଉଦ୍ୟମକୁ ପ୍ରଶଂସା କରିଛନ୍ତି ।

କୁରୁକ୍ଷେତ୍ର ସାଂସଦ ଶ୍ରୀ ନାୟାବ ସୈନିଙ୍କ ଟ୍ୱିଟର ପ୍ରତ୍ୟୁତ୍ତର ଦେଇ ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି;

ବଢିଆ ଉଦ୍ୟମ! ଜଳ ସଂରକ୍ଷଣ ପାଇଁ କୁରୁକ୍ଷେତ୍ରର ଅଙ୍କୁରଜୀଙ୍କ ଏହି ଉଦ୍ୟମ ସମସ୍ତଙ୍କ ପାଇଁ ଉଦାହରଣ ।

SR


(रिलीज़ आईडी: 1919237) आगंतुक पटल : 118
इस विज्ञप्ति को इन भाषाओं में पढ़ें: English , Urdu , Marathi , हिन्दी , Manipuri , Bengali , Assamese , Punjabi , Gujarati , Tamil , Telugu , Kannada , Malayalam