ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଟୁଟିକୋରିନ ବନ୍ଦରରେ ବନୀକରଣ ଅଭିଯାନକୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା
ପୋଷ୍ଟ କରାଯିବା ଦିନାଙ୍କ:
24 APR 2023 12:08PM by PIB Bhubaneshwar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ଟୁଟିକୋରିନ ବନ୍ଦରରେ ବନୀକରଣ ଅଭିଯାନକୁ ପ୍ରଶଂସା କରିଛନ୍ତି ।
୨୦୨୨ରେ ବନ୍ଦର, ଜାହାଜ ଚଳାଚଳ ଓ ଜଳମାର୍ଗ ମନ୍ତ୍ରଣାଳୟଙ୍କ ପକ୍ଷରୁ ଟୁଟିକୋରିନ ବନ୍ଦରରେ ୧୦ ହଜାର ଚାରା ରୋପଣ କରାଯାଇଥିଲା । ଯାହା ଏବେ ବୃକ୍ଷର ରୂପ ନେଉଛନ୍ତି ଓ ଆଗାମୀ ପୀଢି ପାଇଁ ଲାଭଦାୟକ ସାବ୍ୟସ୍ତ ହେବେ ।
ବନ୍ଦର, ଜାହାଜ ଚଳାଚଳ ଓ ଜଳମାର୍ଗ ମନ୍ତ୍ରଣାଳୟଙ୍କ ଟ୍ୱିଟ ପ୍ରତ୍ୟୁତ୍ତରରେ ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି;
“ପରିବେଶ ସୁରକ୍ଷା ଦିଗରେ ଏହି ଭଲ ଓ ଦୂରଦର୍ଶୀ ଉଦ୍ୟମ ପାଇଁ @vocpa_tuticorinଙ୍କୁ ହାର୍ଦ୍ଦିକ ଶୁଭକାମନା ।”
SR
(ରିଲିଜ ଆଡି: 1919069)
ପରିଦର୍ଶକ କାଉଣ୍ଟର : 170
ଏହି ରିଲିଜ ପଢନ୍ତୁ :
English
,
Urdu
,
Marathi
,
हिन्दी
,
Bengali
,
Manipuri
,
Assamese
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam