ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଉତ୍ତରାଖଣ୍ଡ ବିକାଶ ସୂଚକାଙ୍କରେ ଶୀର୍ଷ ପ୍ରଦର୍ଶନ ପାଇଁ ତିହରିକୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

Posted On: 23 APR 2023 3:55PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ବିକାଶ ସୂଚକାଙ୍କ ପ୍ରଦର୍ଶନ କ୍ଷେତ୍ରରେ ରାଜ୍ୟ ସୂଚୀରେ ଶୀର୍ଷ ସ୍ଥାନ ହାସଲ କରିଥିବା ତିହରିବାସୀଙ୍କୁ ସେମାନଙ୍କ କଠିନ ପରିଶ୍ରମ ଓ ନିଷ୍ଠା ପାଇଁ ପ୍ରଶଂସା କରିଛନ୍ତି ।

ସାଂସଦ ଶ୍ରୀମତୀ ମାଲା ରାଜ୍ୟ ଲକ୍ଷ୍ମୀ ଶାହଙ୍କ ଟ୍ୱିଟ ପ୍ରତ୍ୟୁତ୍ତରରେ ଶ୍ରୀ ନରେନ୍ଦ୍ର ମୋଦୀ ଟ୍ୱିଟ କରିଛନ୍ତି;

ଏହି ଗୌରବପୂର୍ଣ୍ଣ ଉପଲବ୍ଧି ପାଇଁ ତିହରିର ସମସ୍ତ ଭାଇ ଓ ଭଉଣୀମାନଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା! ଏହା ବିକାଶ ପ୍ରତି ଆପଣଙ୍କ ନିଷ୍ଠା ଓ ପରିଶ୍ରମର ସୁଫଳ ।     

 

SR



(Release ID: 1918956) Visitor Counter : 100