ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ସ୍ୱଚ୍ଛ ଭାରତ ମିଶନରେ ‘ମନ କି ବାତ’ର ଭୂମିକା ସମ୍ପର୍କରେ ପ୍ରବନ୍ଧ ଶେୟାର କଲେ ପ୍ରଧାନମନ୍ତ୍ରୀ
ପୋଷ୍ଟ କରାଯିବା ଦିନାଙ୍କ:
22 APR 2023 7:52PM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ସ୍ୱଚ୍ଛ ଭାରତ ମିଶନକୁ ଏକ ଜନ ଆନ୍ଦୋଳନରେ ପରିଣତ କରିବାରେ ମନ କି ବାତର ଭୂମିକା ସମ୍ପର୍କରେ ସୁଲଭ ଇଣ୍ଟରନ୍ୟାସନାଲ ସୋସିଆଲ ସର୍ଭିସ ସଂଗଠନର ସଂସ୍ଥାପକ ଡଃ ବିନ୍ଧେଶ୍ୱର ପାଠକଙ୍କ ଲିଖିତ ଏକ ପ୍ରବନ୍ଧ ଶେୟାର କରିଛନ୍ତି ।
ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଟ୍ୱିଟ କରାଯାଇଛି;
“#MannKiBaat: ସ୍ୱଚ୍ଛ ଭାରତ ଅଭିଯାନ ସଂକଳ୍ପର ବାହକ ।”
SR
(ରିଲିଜ ଆଡି: 1918944)
ପରିଦର୍ଶକ କାଉଣ୍ଟର : 183
ଏହି ରିଲିଜ ପଢନ୍ତୁ :
Telugu
,
Assamese
,
English
,
Urdu
,
Marathi
,
हिन्दी
,
Manipuri
,
Bengali
,
Punjabi
,
Gujarati
,
Tamil
,
Kannada
,
Malayalam