ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ଆପଲ ସିଇଓ ଟିମ କୁକ୍

प्रविष्टि तिथि: 21 APR 2023 2:55PM by PIB Bhubaneswar

ଆପଲ ସିଇଓ ଟିମ କୁକ୍ ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଛନ୍ତି ।

ଆପଲ ସିଇଓ ଟିମ କୁକଙ୍କ ଟ୍ୱିଟ ପ୍ରତ୍ୟୁତ୍ତରରେ ପ୍ରଧାନମନ୍ତ୍ରୀ କହିଛନ୍ତି;

ଆପଣଙ୍କୁ ଭେଟି ଖୁସି,@tim_cook! ବିଭିନ୍ନ ବିଷୟରେ ମତ ବିନିମୟ ଓ ଭାରତର ପ୍ରଯୁକ୍ତି ସଂଚାଳିତ ପରିବର୍ତ୍ତନକୁ ରେଖାଙ୍କିତ କରିବା ସନ୍ତୋଷଜନକ ଥିଲା ।

 

SR


(रिलीज़ आईडी: 1918528) आगंतुक पटल : 204
इस विज्ञप्ति को इन भाषाओं में पढ़ें: Bengali , Marathi , English , Urdu , हिन्दी , Manipuri , Assamese , Punjabi , Gujarati , Tamil , Telugu , Kannada , Malayalam