ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ହାଇଦ୍ରାବାଦ ଓ ସିକନ୍ଦରାବାଦରେ ଏମଏମଟିଏସ ରେଳ ନେଟୱର୍କ ୯୦ କିଲୋମିଟର ପର୍ଯ୍ୟନ୍ତ ବିସ୍ତାରକୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା
ପୋଷ୍ଟ କରାଯିବା ଦିନାଙ୍କ:
21 APR 2023 2:52PM by PIB Bhubaneshwar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ହାଇଦ୍ରାବାଦ ଓ ସିକନ୍ଦରାବାଦରେ ଏମଏମଟିଏସ ରେଳ ନେଟୱର୍କ ୯୦ କିଲୋମିଟର ପର୍ଯ୍ୟନ୍ତ ବିସ୍ତାରକୁ ପ୍ରଶଂସା କରିଛନ୍ତି ।
ଦକ୍ଷିଣ କେନ୍ଦ୍ର ରେଳବାଇର ଟ୍ୱିଟ ଶେୟାର କରି ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି;
“ଏହା ହାଇଦ୍ରାବାଦ, ସିକନ୍ଦରାବାଦ ଓ ଆଖପାଖ ଅଞ୍ଚଳର ଲୋକଙ୍କ ପାଇଁ ଲାଭପ୍ରଦ ହେବ ।”
SR
(ରିଲିଜ ଆଡି: 1918525)
ପରିଦର୍ଶକ କାଉଣ୍ଟର : 153
ଏହି ରିଲିଜ ପଢନ୍ତୁ :
English
,
Urdu
,
हिन्दी
,
Marathi
,
Manipuri
,
Bengali
,
Assamese
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam