ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଚିତା ନାମକରଣ ପ୍ରତିଯୋଗିତାର ବିଜେତାମାନଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

प्रविष्टि तिथि: 21 APR 2023 10:14AM by PIB Bhubaneswar

ପ୍ରଧାନମନ୍ତ୍ରୀ ଚିତା ନାମକରଣ ପ୍ରତିଯୋଗିତାର ବିଜେତାମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

କେନ୍ଦ୍ର ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଶ୍ରୀ ଭୂପେନ୍ଦ୍ର ଯାଦବଙ୍କ ଟ୍ୱିଟ ପ୍ରତ୍ୟୁତ୍ତରରେ ପ୍ରଧାନମନ୍ତ୍ରୀ କହିଛନ୍ତି;

ବିଜେତାମାନଙ୍କୁ ଶୁଭେଚ୍ଛା ଓ ଆଶା କରୁଛି ଚିତା ବାଘଗୁଡିକ ସୁସ୍ଥ ରହିବା ସହ ଖୁସି ରହିବେ ।

SR


(रिलीज़ आईडी: 1918524) आगंतुक पटल : 168
इस विज्ञप्ति को इन भाषाओं में पढ़ें: English , Urdu , Marathi , हिन्दी , Assamese , Bengali , Manipuri , Punjabi , Gujarati , Tamil , Telugu , Kannada , Malayalam