ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ବସୁଧୈବ କୁଟୁମ୍ବକମ ସମ୍ପର୍କରେ କେନ୍ଦ୍ର ମନ୍ତ୍ରୀ ଡଃ ମହେନ୍ଦ୍ର ନାଥ ପାଣ୍ଡେଙ୍କ ପ୍ରବନ୍ଧ ଶେୟାର କଲେ ପ୍ରଧାନମନ୍ତ୍ରୀ

प्रविष्टि तिथि: 18 APR 2023 5:54PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ବସୁଧୈବ କୁଟୁମ୍ବକମ ଦର୍ଶନ ଆଧାରିତ କେନ୍ଦ୍ର ଭାରୀ ଉଦ୍ୟୋଗ ମନ୍ତ୍ରୀ ଡଃ ମହେନ୍ଦ୍ର ନାଥ ପାଣ୍ଡେଙ୍କ ପ୍ରବନ୍ଧ ଶେୟାର କରିଛନ୍ତି ।

କେନ୍ଦ୍ର ଭାରୀ ଉଦ୍ୟୋଗ ମନ୍ତ୍ରୀ ଡଃ ମହେନ୍ଦ୍ର ନାଥ ପାଣ୍ଡେଙ୍କ ଟ୍ୱିଟକୁ ଶେୟାର କରି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଟ୍ୱିଟ କରାଯାଇଛି;

କେନ୍ଦ୍ର ମନ୍ତ୍ରୀ ଶ୍ରୀ @DrMNPandeyMP ଲେଖିଛନ୍ତି, ଭାରତ ସବୁବେଳେ ବସୁଧୈବ କୁଟୁମ୍ବକମ ଓ ବିଶ୍ୱ ବନ୍ଧୁତ୍ୱର ପଥ ପ୍ରଦର୍ଶକ ସାଜି ଆସିଛି ।  

 

SR


(रिलीज़ आईडी: 1918325) आगंतुक पटल : 123
इस विज्ञप्ति को इन भाषाओं में पढ़ें: Bengali , Telugu , English , Urdu , Marathi , हिन्दी , Manipuri , Assamese , Punjabi , Gujarati , Tamil , Kannada , Malayalam