ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଆଞ୍ଚଳିକ ଭାଷାରେ ନିଯୁକ୍ତି ପରୀକ୍ଷା ପରିଚାଳନାକୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା

ପୋଷ୍ଟ କରାଯିବା ଦିନାଙ୍କ: 20 APR 2023 10:43AM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ହିନ୍ଦୀ ଓ ଇଂରାଜୀ ବ୍ୟତୀତ ୧୩ଟି ଆଞ୍ଚଳିକ ଭାଷାରେ ସରକାରୀ ଚାକିରି ପାଇଁ କର୍ମଚାରୀ ଚୟନ ଆୟୋଗ ମଲ୍ଟିଟାସ୍କିଂ ଷ୍ଟାଫ (ଏସଏସସି ଏମଟିଏସ) ପରୀକ୍ଷା ଓ ସିଏଚଏସଏଲଇ ପରୀକ୍ଷା ଆୟୋଜନ ଉପକ୍ରମକୁ ପ୍ରଶଂସା କରିଛନ୍ତି । ଏହା ଭାଷାଜନିତ ସମସ୍ୟା ଏଡାଇବା ସହ ଯୁବପୀଢିଙ୍କୁ ସମାନ ଅବସର ପ୍ରଦାନ କରିବ ।

 

 SR


(ରିଲିଜ ଆଡି: 1918157) ପରିଦର୍ଶକ କାଉଣ୍ଟର : 146